ABC କମ୍ପାନୀ ଇକୁଇଟି ରିସର୍ଚ ଆନାଲିଷ୍ଟ ର ଭର୍ତି ପାଇଁ ନିର୍ଣ୍ଣୟ ନେଇଛି । ପ୍ରାର୍ଥୀ ନିଶ୍ଚୟ 

 1. 70 ପ୍ରତିଶତ ମାର୍କ ସହ କୌଣସି ବିଷୟ ରେ ସ୍ନାତକ ହେଇଥିବେ 

​2.  01/01/2020 ମଧ୍ୟରେ ତାଙ୍କର ବୟସ  25 ରୁ 40​ ମଧ୍ୟରେ ହେଇଥିବେ  । 

3. CFA ଏବଂ FRM ନିଶିନ୍ତ ସଂପୂର୍ଣ୍ଣ କରିଥିବେ । 

4. କମ ରୁ କମ ଦୁଇ ଟି ପ୍ରୋଗ୍ରାମିଂ ଭାଷା ଯେମିତି R, SQL, ଟାବ୍ଲେଉ ଇତ୍ୟାଦି ର ଜ୍ଞାନ ଥିବ । 

ନିମ୍ନଲିଖିତ ବ୍ୟତିକ୍ରମଗୁଡ଼ିକ ପ୍ରଯୁଜ୍ୟ:

 A. ଯଦି ଜଣେ ପ୍ରାର୍ଥୀ 4 ବ୍ୟତୀତ ଅନ୍ୟ ସମସ୍ତ ମାନଦଣ୍ଡ ପୂରଣ କରନ୍ତି, ତେବେ ପ୍ରାର୍ଥୀଙ୍କୁ ମ୍ଯାନେଜର ଙ୍କ ନିକଟ କୁ ପଠାଯିବ । 

B. ଜଣେ ପ୍ରାର୍ଥୀ ଯାହାର ବୟସ 40 ବର୍ଷ ରୁ ଅଧିକ କିନ୍ତୁ 45 ରୁ କମ ତାଙ୍କୁ ଜେନେରାଲ ମ୍ଯାନେଜର ଙ୍କ ପାଖକୁ ପଠାଯିବ । 

 ଆଶିଷ ସିଟି ବ୍ୟାଙ୍କ ରେ 5 ବର୍ଷ ହେଲା କମ କରୁଛି । ସେ 5/02/1992 ରେ ଜନ୍ମଗ୍ରହଣ କରିଛି । ସେ 2015 ରେ CFA ଏବଂ FRM ସମାପ୍ତ କରିଛି । ସେ ଉଡେମି ରୁ R ପ୍ରୋଗ୍ରାମିଂ ଏବଂ SQL ରେ ପ୍ରମାଣିତ ପାଠ୍ୟକ୍ରମ କରିଛନ୍ତି । ସେ B.Com (H) ଏଚଆଇଜେ କଲେଜ ରେ କରିଛନ୍ତି ଏବଂ 80 ପ୍ରତିଶତ ମାର୍କ ରଖିଛନ୍ତି । 

ଏହି ପ୍ରାର୍ଥୀ ଙ୍କ ବିଷୟ ରେ କ'ଣ ନିଷ୍ପତି ନିଆଯିବ ଉଚିତ ?

1
ପ୍ରାର୍ଥୀଙ୍କୁ ଜେନେରାଲ ମ୍ୟାନେଜର ଙ୍କ ପାଖକୁ ପଠାଯିବ ଉଚିତ । 
2
ପ୍ରାର୍ଥୀଙ୍କୁ  ମ୍ୟାନେଜର  ଙ୍କ ପାଖକୁ ପଠାଯିବ ଉଚିତ । 
3
ପ୍ରାର୍ଥିନୁ ପ୍ରତ୍ୟାଖାନ କରିବା ଉଚିତ । 
4
ପ୍ରାର୍ଥୀଙ୍କୁ ଚୟନ କରାଯିବା ଉଚିତ । 

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation