ନିର୍ଦ୍ଦେଶ:dଇଆଯାଇଥିବା ସୂଚନାକୁ ଧ୍ୟାନର ସହ ପଢନ୍ତୁ ଏବନ ନିମ୍ନଲିଖିତ ପ୍ରଶ୍ନ ର ଉତ୍ତର ଦିଅନ୍ତୁ ।
2020-2022 ବର୍ଷ ପାଇଁ କଂଭେଣ୍ଟ ସ୍କୁଲ ରେ XI ଶ୍ରେଣୀ ପାଇଁ ପ୍ରବେଶ/ନାମଲେଖା ଚାଲିଛି ।
ଏହି ସ୍କୁଲ ରେ ପ୍ରବେଶ ପାଇଁ, ଜଣେ ପ୍ରାର୍ଥୀଙ୍କୁ ନିମ୍ନଲିଖିତ ଆବଶ୍ୟକତା କୁ ପୂରଣ କରିବାକୁ ହେବ।
i) ପ୍ରାର୍ଥୀ 10ମ ବୋର୍ଡ ପରୀକ୍ଷା ରେ 70% ରୁ କମ ରଖିନଥିବେ ।
ii) ପ୍ରବେଶିକା ପରୀକ୍ଷା ରେ ପ୍ରାର୍ଥୀଙ୍କର ସର୍ବନିମ୍ନ ସ୍କୋର 55% ଥିବା ।
iii) ପ୍ରାର୍ଥୀଙ୍କର ଉପସ୍ଥିତି ପୂର୍ବ ସ୍କୁଲ ରେ କମ ରୁ କମ 80% ଥିବ ।
iv) ପ୍ରାର୍ଥୀଙ୍କ ର ବୟସ 15 ବର୍ଷ ରୁ କମ ହେଇନଥିବ ।
ନିମ୍ନରେ ଦିଆଯାଇଥିବା ପ୍ରଶ୍ନ ରେ, ଜଣେ ପ୍ରାର୍ଥୀଙ୍କର ବିଅବରଣୀ ପ୍ରଦାନ କରାଯାଇଛି । ଆପଣଙ୍କୁ ଉପରେ ଦିଆଯାଇଥିବା ମାନଦଣ୍ଡ ଏବଂ ପ୍ରତ୍ୟେକ ପ୍ରଶ୍ନ ରେ ଦିଆଯାଇଥିବା ସୂଚନା ଆଧାର ରେ ଆପଣଙ୍କୁ ନିମ୍ନଲିଖିତ କାର୍ଯ୍ୟଗୁଡିକ ମଧ୍ୟରୁ ଗୋଟିଏ ନିୟମ କୁ ବାଛିବାକୁ ପଡିବ ।
ପ୍ରତ୍ୟେକ ପ୍ରଶ୍ନ ରେ ପ୍ରଦତ୍ତ ସୂଚନା ବ୍ୟତୀତ ଆପଣ ଅନ୍ୟ କିଛି ଅନୁମାନ କରିବା ଉଚିତ ନୁହେଁ ।
ମ୍ୟାରୀ ର ବୟସ 16 ।, ସେ 10ମ ବୋର୍ଡ ରେ 82%, ପ୍ରବେଶିକା ପରୀକ୍ଷା ରେ 59% ସ୍କୋର କରିଛି ଏବଂ ତାର ପୂର୍ବ ବିଦ୍ୟାଳୟ ରେ ଉପସ୍ଥିତି ର ପ୍ରତିଶ ହେଉଛି 83% ।