state gov OSSC CGL (Combined Graduate Level) Mock Test 2025-26 General Knowledge Art and Culture Architecture
ନିମ୍ନଲିଖିତ ମଧ୳ରୁ ଭଗବାନ ଗଣେଷଙ୍କର କେଉଁ ପ୍ରକାର ମୂର୍ତ୍ତି ଓଡିଶାର ମନ୍ଦିର ମାନଙ୍କରେ ଦେଖିବାକୁ ମିଳେ?
1
ଆସୀନ ଗଣେଷ
2
ସ୍ଥାନକ ଗଣେଷ
3
ନୃତ୍ୟ ଗଣେଷ
4
ଉପରୋକ୍ତ ସବୁଗୁଡିକ