ନିମ୍ନଲିଖିତ ସୂଚନାକୁ ଯତ୍ନର ସହ ଅଧ୍ୟୟନ କରନ୍ତୁ ଏବଂ ଦିଆଯାଇଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:
ଯଦି ‘P % Q’ ର ଅର୍ଥ ‘P ହେଉଛି Q ର ଝିଅ ’
ଯଦି‘P & Q’ ର ଅର୍ଥ ‘P ହେଉଛି Q ର ସ୍ତ୍ରୀ ’
ଯଦି ‘P * Q’ ର ଅର୍ଥ ‘P ହେଉଛି Q ର ସ୍ବାମୀ ’
ଯଦି ‘H * U % G % E & S’ହୁଏ ତାହେଲେ U S ର କଣ ହେବ ?1
ଜେଜେମା
2
ଜେଜେବାପା
3
ନାତି
4
ନାତୁଣୀ