ପାୱାର ପଏଣ୍ଟ (PowerPoint) ରେ ନିମ୍ନଲିଖ୍ତ କେଉଁ ଭ୍ୟୁ ରେ ଗୋଟିଏ ପେଜ (page) ର ଉପରି ଭାଗରେ ପ୍ରତ୍ୟେକ ସ୍ଲାଇଡ ପ୍ରଦର୍ଶିତ ହେବ, ଯେଉଁଠାରେ ଆପଣ ସ୍ପିକର ନୋଟ (speaker notes) ଯୋଡି ପାରିବେ?
1
ନୋଟସ ପେଜ (Notes page)
2
ରିଡିଂ ଭ୍ୟୁ (Reading view)
3
3D ଭ୍ୟୁ (3D view)
4
ସ୍ପିକର ପେଜ (Speaker page)