ଦିଆଯାଇଥିବା କଥନ ଏବଂ ସିଦ୍ଧାନ୍ତ କୁ ଧ୍ୟାନ ର ସହ ପଢ । କଥନ ରେ ଦିଆଯାଇଥିବା ତଥ୍ୟକୁ ସତ୍ୟ ମାନି, ଏହା ସାଧାରଣ ତଥ୍ୟ ରୁ ଭିନ୍ନ ହେଇଥିଲେ ମଧ୍ୟ, ନିର୍ଣ୍ଣୟ କର ଯେ ଦିଆଯାଇଥିବା କେଉଁ ସିଦ୍ଧାନ୍ତ କଥନ କୁ ତାର୍କିକ ରୂପେ ଅନୁସରଣ କରୁଛି । 

କଥନ:

1. ସମସ୍ତ ଗିନା ପ୍ଳେଟ ଅଟେ । 

2. କୌଣସି ପ୍ଳେଟ କପ ନୁହେଁ । 

ସିଦ୍ଧାନ୍ତ 

I. କେବେଳ କିଛି ଗିନା ପ୍ଳେଟ ଅଟେ । 

II. କୌଣସି ଗିନା ପ୍ଳେଟ ନୁହେଁ । 

1
କେବଳ ସିଦ୍ଧାନ୍ତ I ଅନୁସରଣ କରୁଛି । 
2
ସିଦ୍ଧାନ୍ତ I କିମ୍ବା II ଅନୁସରଣ କରୁନାହିଁ । 
3
ସିଦ୍ଧାନ୍ତ I ଏବଂ II ଉଭୟ ଅନୁସରଣ କରୁଛି । 
4
କେବଳ ସିଦ୍ଧାନ୍ତ II ଅନୁସରଣ କରୁଛି । 

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation