ନିମ୍ନଲିଖିତ ସୂଚନାକୁ ଧ୍ୟାନ ର ସହ ଅଧ୍ୟୟନ କରନ୍ତୁ ଏବଂ ତା ଉପରେ ଆଧାରିତ ପ୍ରଶ୍ନ ର ଉତ୍ତର ଦିଅନ୍ତୁ:

 ଦିଲ୍ଲୀ ପବ୍ଲିକ ସ୍କୁଲ ଦ୍ଵାରା ଏକ କ୍ରିକେଟ ମ୍ୟାଚ ର ଆୟୋଜନ ହେଇଛି । ମ୍ୟାଚ ଖେଳିବା ପାଇଁ ଖେଳାଳି ଙ୍କର ଯୋଗ୍ୟତା,  ଏକ ଖେଲାଳି ଙ୍କୁ ନିମ୍ନ ରେ ଦିଆଯାଇଥିବା ଆବଶ୍ୟକତା କୁ ପୂରଣ କରିବାକୁ ହେବ 

 i) ପ୍ରତ୍ୟେକ ଖେଳାଳିଙ୍କୁ ଚୟନ ମ୍ୟାଚ ରେ କମ ରୁ କମ 15 ରନ କରିବାକୁ ହେବ । 

ii) ଜଣେ ବ୍ୟାଟସମ୍ୟାନ ହିସାବ ରେ, ହାରାହାରି ଅତିକମ ରେ 25 ରହିବା ଉଚିତ । 

iii)  ଜଣେ ବୋଲର ହିସାବ ରେ, ଏକୋନୋମୀ କମ ରୁ କମ 4 ହେଇଥିବା ଆବଶ୍ୟକ । 

iv) ଜଣେ ଖେଳାଳି 12 ବର୍ଷ ବୟସ ରୁ କମ ହେଇନଥିବେ ଏବଂ 22 ବର୍ଷ ବୟସ ରୁ ଅଧିକ ହେଇନଥିବେ । 

ନିମ୍ନରେ ଥିବା ପ୍ରଶ୍ନ ରେ, ଜଣେ ପ୍ରାର୍ଥୀଙ୍କ ବିବରଣୀ ଦିଆଯାଇଛି । ଉପରୋକ୍ତ ସର୍ତ୍ତ ଏବଂ ପ୍ରତ୍ୟେକ ପ୍ରଶ୍ନ ରେ ପ୍ରଦତ୍ତ ସୂଚନା ଉପରେ ଆଧାର କରି ଆପଣଙ୍କୁ ନିମ୍ନଲିଖିତ କାର୍ଯ୍ୟଗୁଡିକ ମଧ୍ୟରୁ ଗୋଟିଏ ବାଛିବାକୁ ହେବ ଏବଂ ସେହି କାର୍ଯ୍ୟ ର ସଂଖ୍ଯାକୁ ଆପଣଙ୍କ ର ଉତ୍ତର ଭାବେ ଚିହ୍ନିତ କରିବାକୁ ହେବ । ପ୍ରତ୍ୟେକ ପ୍ରଶ୍ନ ରେ ପ୍ରଦତ୍ତ ସୂଚନା ବ୍ୟତୀତ ଆପଣଙ୍କୁ ଅନ୍ୟ କିଛି ଅନୁମାନ କରିବା ଉଚିତ ନୁହେଁ । 

 26 ହାରାହାରି ସ୍କୋର ସହ ସୌରଭ ଜଣେ ବ୍ୟାଟସମ୍ୟାନ ଅଟନ୍ତି,  ସେ ଚୟନ ମ୍ୟାଚ ରେ 16 ରନ କରିଛନତି । 

1
ଖେଳାଳି ଜଣଙ୍କ ଚୟନ ହେବେ 
2
ଖେଳାଳି କୋଚ ଙ୍କ ଦ୍ଵାରା ଶିଖିବେ 
3
ଖେଳାଳି ଚୟନ ହେବେ ନାହିଁ 
4
କୌଣସି ନିସ୍ପତି ନେବା ପାଇଁ ତଥ୍ୟ ପର୍ଯ୍ୟାପ୍ତ ନାହିଁ । 

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation