ସୁନ୍ଦରଲାଲ ତାଙ୍କ 1,62,000 ଟଙ୍କାର ସଞ୍ଚୟକୁ ତାଙ୍କ ପତ୍ନୀ, 3 ଜଣ ପୁଅ ଓ ଗୋଟିଏ ଝିଅକୁ ଏପରି ଭାବରେ ବଣ୍ଟନ କରିଥିଲେ ଯେ ତାଙ୍କ ପତ୍ନୀ ତାଙ୍କ ଝିଅକୁ ମିଳୁଥିବା ଅର୍ଥର ଦୁଇଗୁଣ ପାଆନ୍ତି ଏବଂ ତାଙ୍କ ଝିଅ ତାଙ୍କ ପ୍ରତ୍ୟେକ ପୁଅପାଇଥିବା ଅର୍ଥର ଦୁଇଗୁଣ ପାଆନ୍ତି । ତେବେ ତାଙ୍କ ଝିଅକୁ କେତେ ଟଙ୍କା ମିଳିବ ?
1
18,000 ଟଙ୍କା
2
36,000 ଟଙ୍କା
3
72,000 ଟଙ୍କା
4
27,000 ଟଙ୍କା