ଏକ ସେଟ୍ ଚୟନ କରନ୍ତୁ ଯେଉଁଥିରେ ସଂଖ୍ୟାଗୁଡିକ ଦିଆଯାଇଥିବା ସେଟ୍ ଗୁଡ଼ିକର ସଂଖ୍ୟା ଗୁଡିକ ସହିତ ସମାନ ଭାବରେ ସମ୍ବନ୍ଧିତ ଅଟେ।
(ଟିପ୍ପଣୀ : ସଂଖ୍ୟାଗୁଡ଼ିକୁ ତା'ର ସାଂଗଠନିକ ଅଙ୍କରେ ବିଭକ୍ତ ନକରି ପୂର୍ଣ୍ଣ ସଂଖ୍ୟା ଉପରେ ଅପରେସନ୍ କରାଯିବା ଉଚିତ୍ । ଉଦାହରଣ ସ୍ୱରୂପ 13 - ଏଠାରେ ଅପରେସନ୍ ଯେପରିକି 13 ରେ ଅପରେସନ ଯେପରିକି 13ରେ ଯୋଗ / ବିୟୋଗ / ଗୁଣନ କରିବା ଇତ୍ୟାଦି ସମ୍ପାଦନ କରାଯାଇପାରିବ । 13 କୁ 1 ଓ 3 ରେ ବିଭକ୍ତ କରି 1 ଓ 3 ରେ ଗାଣିତିକ ଅପରେସନ୍ କରିବାକୁ ଅନୁମତି ନାହିଁ)
(1, 6, 4)
(3, 15, 9)
1
(9, 25, 7)
2
(3, 18, 8)
3
(2, 16, 8)
4
(10, 33, 11)