Comprehension Passage

ନିମ୍ନଲିଖ ସୂଚନାକୁ ଧ୍ୟାନର ସହ ଅଧ୍ୟୟନ କରନ୍ତୁ ଏବଂ ନିମ୍ନରେ ଦିଆଯାଇଥିବା ପ୍ରଶ୍ନଗୁଡିକର ଉତ୍ତର ଦିଅନ୍ତୁ।

P, Q, R, S, T, V ଏବଂ W ଗୋଟିଏ ସ୍କୁଲର ସାତ ଜଣ ଛାତ୍ର ଅଟନ୍ତି । ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ IV ରୁ X ଶ୍ରେଣୀ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ଶ୍ରେଣୀରେ ଅଧ୍ୟୟନ କରନ୍ତି, କିନ୍ତୁ ଜରୁରୀ ନୁହେଁ ଯେ ସମାନ କ୍ରମରେ । ଏମାନଙ୍କ ମଧ୍ୟରୁ ପ୍ରତ୍ୟେକର ଇଂରାଜୀ, ବିଜ୍ଞାନ, ଇତିହାସ, ଭୂଗୋଳ, ଗଣିତ, ହିନ୍ଦୀ ଓ ସଂସ୍କୃତରୁ ଗୋଟିଏ ଲେଖାଏଁ ପସନ୍ଦର ବିଷୟ ରହିଛି। Q, VII ଶ୍ରେଣୀରେ ଅଧ୍ୟୟନ କରେ ଏବଂ ଗଣିତ କିମ୍ବା ଭୂଗୋଳ କୁ ପସନ୍ଦ କରେ ନାହିଁ । R ଇଂରାଜୀ ପସନ୍ଦ କରେ ଏବଂ V କିମ୍ବା IX ଶ୍ରେଣୀରେ ଅଧ୍ୟୟନ କରେ ନାହିଁ। T, VIII ଶ୍ରେଣୀରେ ଅଧ୍ୟୟନ କରେ ଏବଂ ହିନ୍ଦୀ ପସନ୍ଦ କରେ । ଯିଏ ବିଜ୍ଞାନକୁ ପସନ୍ଦ କରେ, ସେ X ଶ୍ରେଣୀରେ ଅଧ୍ୟୟନ କରେ । S, IV ଶ୍ରେଣୀରେ ଅଧ୍ୟୟନ କରେ। W ସଂସ୍କୃତ ପସନ୍ଦ କରେ । P, X ଶ୍ରେଣୀରେ ଅଧ୍ୟୟନ କରେ ନାହିଁ। ଯିଏ ଭୂଗୋଳ କୁ ପସନ୍ଦ କରେ, ସେ V
ଶ୍ରେଣୀରେ ଅଧ୍ୟୟନ କରେ ।

W କେଉଁ ଶ୍ରେଣୀରେ ଅଧ୍ୟୟନ କରେ? 

1
VII
2
IX
3
X
4
ତଥ୍ୟ ପର୍ଯ୍ୟାପ୍ତ ନୁହେଁ

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation