ଶାଲିକା ନିଜ ଘରଠାରୁ 15 କିଲୋମିଟର ଦକ୍ଷିଣ ଦିଗକୁ ଚାଲି ଚାଲି ଯିବା ପରେ ପୂର୍ବ ଦିଗକୁ ମୁହାଁଇ 10 କିଲୋମିଟର ଦୂରତା ଅତିକ୍ରମ କରିଥିଲେ । ଏହାପରେ ସେ ଉତ୍ତର ଦିଗକୁ ମୁହାଁଇ 25 କିଲୋମିଟର ଦୂରତା ଅତିକ୍ରମ କରିଥିଲେ। ଶେଷରେ ପଶ୍ଚିମ ଦିଗକୁ ମୁହାଁଇ ସେ 15 କିଲୋମିଟର ଦୂରତା ଅତିକ୍ରମ କରିଥିଲେ। ଏବେ ସେ ନିଜ ଘରୁ କେଉଁ ଦିଗରେ ଅଛନ୍ତି?
(ସମସ୍ତ ମୋଡ଼ କେବଳ 90° ଅଟେ)
1
ଦକ୍ଷିଣ-ପୂର୍ବ
2
ଉତ୍ତର-ପୂର୍ବ
3
ଉତ୍ତର-ପଶ୍ଚିମ
4
ଦକ୍ଷିଣ-ପଶ୍ଚିମ