ଗୋଟିଏ ପରିବାରର 10 ଜଣ ସଦସ୍ୟଙ୍କ ହାରାହାରି ବୟସ 29 ବର୍ଷ ।  ଯଦି କନିଷ୍ଠ ସଦସ୍ୟ ଯାଆଁଳା ଏବଂ ପ୍ରତ୍ୟେକଙ୍କର ବୟସ 5 ବର୍ଷ, ଯାଆଁଳା ଜନ୍ମ ସମୟରେ ପରିବାର ସଦସ୍ୟଙ୍କ ହାରାହାରି ବୟସ (ବର୍ଷରେ) କ’ଣ ଥିଲା ?

1
28
2
30
3
31
4
32

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation