ନିମ୍ନରେ ଦିଆଯାଇଥିବା ସାରଣୀରେ ଦୁଇଟି ମ୍ୟାଚରେ ପାଞ୍ଚଟି ଦଳ ସ୍କୋର କରିଥିବା ଗୋଲ ସଂଖ୍ୟା ଦର୍ଶାଯାଇଛି।

ଟିମ୍ ମ୍ୟାଚ 1 ମ୍ୟାଚ 2
F1 24 18
F2 12 20
F3 16 22
F4 14 14
F5 12 18

ପ୍ରଶ୍ନଃ ଉଭୟ ମ୍ୟାଚରେ F5 ଦଳ କରିଥିବା ମୋଟ ଗୋଲ୍ ସଂଖ୍ୟା ଓ F1 ଦଳ କରିଥିବା ମୋଟ ଗୋଲ୍ ସଂଖ୍ୟାର ଅନୁପାତ କେତେ?

1
5 : 7
2
9 : 7
3
7 : 9
4
7 : 5

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation