ଜୀବ ମିଲଖା ସିଂହ 1998 ରେ ୟୁରୋପୀୟ ଟୁର୍ ରେ ଯୋଗ ଦେବାରେ ଭାରତର ପ୍ରଥମ ଖେଳାଳି ହୋଇଥିଲେ। ସେ ଜିତିଥିଲେ:

(i) ଚାରୋଟି ୟୁରୋପୀୟ ଟୁର୍ ଟାଇଟଲ୍

(ii) ଚାରୋଟି ଜାପାନ ଗଲଫ୍ ଟୁର୍ ଟାଇଟଲ

(iii) ଛଅଟି ଏସୀୟ ଟୁର୍ ଟାଇଲ୍  

1
କେବଳ (i) 
2
କେବଳ (iii) 
3
କେବଳ (ii) 
4
(i), (ii) ଏବଂ (iii) 

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation