Comprehension Passage

ନିର୍ଦ୍ଦେଶ: ସାତ ଜଣ ସାଙ୍ଗ: A, B , C , D, E , F ଏବଂ G ସାତଟି ଭିନ୍ନ ସ୍ଥାନ: ଦିଲ୍ଲୀ, ଚେନ୍ନାଇ, ହାଇଦ୍ରାବାଦ, ବାଙ୍ଗଲୋର, କୋଲକାତା, ଚଣ୍ଡିଗଡ  ଏବଂ ଜୟପୁର ପାଇଁ ବାହାରିଛନ୍ତି । ପ୍ରତ୍ୟେକ ସପ୍ତାହ ର ଭିନ୍ନ ଦିନ ରେ ବାହାରିଛନ୍ତି । ସପ୍ତାହ ସୋମବାର କୁ ଆରମ୍ଭ ଏବଂ ରବିବାର କୁ ସମାପ୍ତ ହୁଏ ।  

1) C, ଜୟପୁର ପାଇଁ ସୋମବାର କୁ ବାହାରିଛି ।  

2) ସପ୍ତାହ ର ଅନ୍ତିମ ଦିନ ରେ ବ୍ୟକ୍ତି ବାଙ୍ଗାଲୋର ପାଇଁ ବାହାରେ ।  

3) E, A ର ପରବର୍ତ୍ତୀ ଦିନ ଯିଏ କି ଚଣ୍ଡିଗଡ ପାଇଁ ବାହାରିଛି ଏବଂ  G ର ପୂର୍ବ ଦିନ ବାହାରେ । 

4) D, କୋଲକାତା ପାଇଁ ଶୁକ୍ରବାର କୁ ବାହାରେ ।  

5) B, ହାଇଦ୍ରାବାଦ ଏବଂ ବାଙ୍ଗଲୋର ପାଇଁ ବାହାରେ ନାହିଁ ଏବଂ  G ଦିଲ୍ଲୀ ପାଇଁ ବାହାରେ ।  

B କେଉଁ ଦିନ ଭ୍ରମଣ କରୁଛି ?

1
ମଙ୍ଗଳବାର 
2
ଗୁରୁବାର 
3
ରବିବାର 
4
ଶନିବାର 

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation