ପ୍ରଦତ୍ତ ବିବୃତ୍ତି ଏବଂ ସିଦ୍ଧାନ୍ତକୁ ଭଲଭାବେ ପଢନ୍ତୁ। ମନେକରନ୍ତୁ ଯେ ବିବୃତ୍ତିରେ ଦିଆଯାଇଥିବା ସୂଚନା ସତ୍ୟ ଅଟେ, ଯଦିଓ ଏହା ସାଧାରଣ ଜଣାଶୁଣା ତଥ୍ୟ ସହିତ ଭିନ୍ନତା ପରି ଦେଖାଯାଏ, ତେବେ ଦିଆଯାଇଥିବା ସିଦ୍ଧାନ୍ତ ମଧ୍ୟରୁ କେଉଁଟି ବିବୃତ୍ତି ଗୁଡିକ ମଧ୍ୟରୁ ଯୁକ୍ତିଯୁକ୍ତ ଭାବରେ ଅନୁସରଣ କରେ ତାହା ସ୍ଥିର କରନ୍ତୁ।
ବିବୃତ୍ତି:
1. ସମସ୍ତ ବିନ୍ସ ମାଂସ ଅଟେ।
2. ସମସ୍ତ ରୁଟି ହେଉଛି ମାଂସ।
ସିଦ୍ଧାନ୍ତ:
I. କିଛି ବିନ୍ସ ରୁଟି ଅଟେ।
II କିଛି ରୁଟି ହେଉଛି ବିନ୍ସ।
1
କେବଳ ସିଦ୍ଧାନ୍ତ l ଅନୁସରଣ କରେ ।
2
l ଏବଂ ll ଉଭୟ ସିଦ୍ଧାନ୍ତ ଅନୁସରଣ କରେ
3
ସିଦ୍ଧାନ୍ତ I କିମ୍ବା II ଅନୁସରଣ କରେ
4
ସିଦ୍ଧାନ୍ତ I କିମ୍ବା II ଅନୁସରଣ କରେ ନାହିଁ