A ତାର ବେତନ ର  45% ଭୋଜନ ରେ ଖର୍ଚ୍ଚ କରେ ଏବଂ ତାର ବେତନ ର  5% ବୃଦ୍ଧାଶ୍ରମ ରେ ଦାନ କରେ ।  ଯଦି ସେ  28,500 ଟଙ୍କା ଭୋଜନ ଏବଂ ବୃଦ୍ଧାଶ୍ରମ ରେ ଖର୍ଚ୍ଚ କରେ ତେବେ A ର ବେତନ କେତେ ହେବ ?

1
52,000 ଟଙ୍କା
2
 57,000 ଟଙ୍କା
3
 50,000 ଟଙ୍କା
4
55,000 ଟଙ୍କା

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation