ଲୋକସଭାର ବାଚସ୍ପତି ଓ ଉପବାଚସ୍ପତିଙ୍କ ଅନୁପସ୍ଥିତିରେ ସଂସଦର ଦୁଇ ଗୃହର ମିଳିତ ବୈଠକର ଅଧ୍ୟକ୍ଷତା କିଏ କରେ?
1
ରାଜ୍ୟସଭା ଅଧ୍ୟକ୍ଷ
2
ରାଜ୍ୟସଭାର ଯେକୌଣସି ବରିଷ୍ଠ ସଦସ୍ୟ
3
ରାଜ୍ୟସଭା ଉପାଧ୍ୟକ୍ଷ
4
ଲୋକସଭାର ଯେକୌଣସି ବରିଷ୍ଠ ସଦସ୍ୟ