defence exam Agniveer Army GD Mock Test Series 2025 Quantitative Aptitude Time and Work Pipe and Cistern
ଗୋଟିଏ ପାଇପ 20 ମିନିଟ ରେ ଏକ ଟାଙ୍କି କୁ ଭରେ । ଅନ୍ୟ ଏକ ପାଇପ 30 ମିନିଟ ରେ ଟାଙ୍କି କୁ ଖାଲି କରେ । ଯଦି ଉଭୟ ବିକଳ୍ପ (ଅଲ୍ଟରନେଟିଭ) ଭାବରେ ଖୋଲା ଯାଏ, ଟାଙ୍କି କୁ ସଂପୂର୍ଣ୍ଣ ଭରିବାକୁ କେତେ ସମୟ ଲାଗିବ ?
1
110
2
115
3
120
4
130