କମ୍ପାନୀର ହାରାହାରି ଦରମା 1000 କୁ ବୃଦ୍ଧି ପାଇଥାଏ ଯେତେବେଳେ ମ୍ୟାନେଜରଙ୍କ ଦରମା, ଯାହାକି 95000ଟଙ୍କା ଅନ୍ତର୍ଭୂକ୍ତ କରାଯାଇଛି | ଯଦି ମ୍ୟାନେଜରଙ୍କୁ ବାଦ ଦେଇ କର୍ମଚାରୀଙ୍କ ସଂଖ୍ୟା 64, ମ୍ୟାନେଜରଙ୍କ ସମେତ କମ୍ପାନୀର ଅନ୍ତିମ ହାରାହାରି ଦରମା ନିର୍ଣ୍ଣୟ କର ?
1
30,000
2
31,000
3
35,000
4
32,000