800 ମିଟର ଆଗରେ ଥିବାବେଳେ ଜଣେ ପୋଲିସ ଚୋରକୁ ଗୋଡ଼ାଇବା ଆରମ୍ଭ କରେ। ପୋଲିସ୍ ଏବଂ ଚୋର ଯଥାକ୍ରମେ 12 କିଲୋମିଟର / ଘଣ୍ଟା ଏବଂ 9 କିଲୋମିଟର/ ଘଣ୍ଟା  ବେଗରେ ଦୌଡନ୍ତି। 10 ମିନିଟ୍ ପରେ ସେମାନଙ୍କ ମଧ୍ୟରେ ଦୂରତା କ’ଣ ହେବ?

1
300 ମି 
2
200 ମି 
3
100 ମି 
4
400 ମି 

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation