Comprehension Passage

ନିର୍ଦ୍ଦେଶ: ନିମ୍ନଲିଖିତ ତାଲିକାକୁ ଧ୍ୟାନ ଦେଇ ଅଧ୍ୟୟନ କର ଏବଂ ନିମ୍ନଲିଖିତ ପ୍ରଶ୍ନ ର ଉତ୍ତର ଦିଅ । 

ନିମ୍ନ ରେ ଥିବା ଟେବୁଲ ରେ ମୋଟ ପିଲା ସଂଖ୍ୟା ଏବଂ 6 ଟି ଶ୍ରେଣୀ ରେ ପୁଅ ଏବଂ ଝିଅ ଙ୍କ ସଂଖ୍ୟା ର ଅନୁପାତ ଦର୍ଶଯାଇଛି । 

ଶ୍ରେଣୀ 

ମୋଟ ପିଲା ସଂଖ୍ୟା 

ପୁଅ ଏବଂ ଝିଅ ଙ୍କ ଅନୁପାତ 

I

200

4 ∶ 1

II

260

10 ∶ 3

III

220

19 ∶ 3

IV

160

11 ∶ 5

V

120

3 ∶ 1

ଦ୍ଵିତୀୟ ଶ୍ରେଣୀ ଓ ତୃତୀୟ ଶ୍ରେଣୀ ରେ ଥିବା ମୋଟ ପିଲା ସଂଖ୍ୟା  ଏବଂ ଉଭୟ ଶ୍ରେଣୀ ର ମୋଟ ଛାତ୍ର ସଂଖ୍ୟାର ଅନୁପାତ କେତେ  ?

1
4 : 3
2
16 : 15
3
8 : 3
4
16 : 13

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation