ଏକ ସପ୍ତାହ ମଧ୍ୟରେ, ରବିବାର ଏବଂ ସୋମବାର ର ହାରାହାରି ତାପମାତ୍ରା 37.2° ସେ ଅଟେ । ମଙ୍ଗଳବାର ଏବଂ ବୁଧବାରର ହାରାହାରି ତାପମାତ୍ରା 39.4° ସେ । ଯଦି ସୋମବାର, ମଙ୍ଗଳବାର ଏବଂ ବୁଧବାର ର ହାରାହାରି ତାପମାତ୍ରା 38.1° ସେ ହୁଏ । ତେବେ ରବିବାର ତାପମାତ୍ରା କେତେ ହେବ ?
1
39°C
2
39.1°C
3
38.9°C
4
38.8°C