ଏକ ବସ୍ତୁ ସମ କୋଣୀୟ ବେଗରେ ଏକ ବୃତ୍ତ ମଧ୍ୟରେ ଗତି କରୁଛି ।  ଯଦି ବୃତ୍ତର ବ୍ୟାସାର୍ଦ୍ଧ ଦ୍ୱିଗୁଣିତ ହୁଏ, ତେବେ ଏହାର କେନ୍ଦ୍ରାଭିମୁଖୀ ତ୍ୱରଣ କେତେ ଗୁଣ ବୃଦ୍ଧି ହେବ

1
ତିନିଗୁଣ ହେବ
2
 ଚାରି ଗୁଣ ହେବ
3
 ଦ୍ଵି ଗୁଣ ହେବ
4
ସମାନ ରହିବ 

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation