ପ୍ରକ୍ଷେପଣର ବେଗକୁ ସ୍ଥିର ରଖି ପ୍ରକ୍ଷେପଣର କୋଣ କୁ 0° ରୁ 90° କୁ ବୃଦ୍ଧି କରାଯାଏ। ତେବେ ପ୍ରକ୍ଷେପ୍ୟର ଆନୁଭୂମିକ (ଭୂସମାନ୍ତର) ପରିସର-
1
45 ° ପର୍ଯ୍ୟନ୍ତ ବୃଦ୍ଧି ହୁଏ ଏବଂ ପରେ ହ୍ରାସ ହୁଏ
2
60 ° ପର୍ଯ୍ୟନ୍ତ ବୃଦ୍ଧି ହୁଏ ଏବଂ ପରେ ହ୍ରାସ ହୁଏ
3
45 ° ପର୍ଯ୍ୟନ୍ତ ବୃଦ୍ଧିପାଏ ଏବଂ ତା’ପରେ ଅପରିବର୍ତ୍ତିତ ରହିଥାଏ
4
90 ° ପର୍ଯ୍ୟନ୍ତ ବୃଦ୍ଧି ପାଇଥାଏ