ପ୍ରଦତ୍ତ ବିବୃତ୍ତି ଏବଂ ସିଦ୍ଧାନ୍ତକୁ ଭଲଭାବେ ପଢନ୍ତୁ । ମନେକରନ୍ତୁ ଯେ ବିବୃତ୍ତିରେ ଦିଆଯାଇଥିବା ସୂଚନା ସତ୍ୟ ଅଟେ, ଯଦିଓ ଏହା ସାଧାରଣ ଜଣାଶୁଣା ତଥ୍ୟ ସହିତ ଭିନ୍ନ ଦେଖାଯାଏ, ତେବେ ଦିଆଯାଇଥିବା ସିଦ୍ଧାନ୍ତ ମଧ୍ୟରୁ କେଉଁଟି ଯୁକ୍ତିଯୁକ୍ତ ଭାବରେ ବିବୃତ୍ତିଗୁଡିକ ଅନୁସରଣ କରେ ତାହା ସ୍ଥିର କରନ୍ତୁ ।
ବିବୃତ୍ତି:
1. ସମସ୍ତ ସହର ଗାଁ ଅଟେ ।
2.କୌଣସି ଦେଶ ସହର ନୁହେଁ ।
ସିଦ୍ଧାନ୍ତ:
I. କୌଣସି ଦେଶ ଗାଁ ନୁହେଁ ।
II. କୌଣସି ଗାଁ ସହର ନୁହେଁ ।
1
କୌଣସି ସିଦ୍ଧାନ୍ତ I କିମ୍ବା II ଅନୁସରଣ କରେ ନାହିଁ
2
କେବଳ ସିଦ୍ଧାନ୍ତ I ଅନୁସରଣ କରେ
3
କେବଳ ସିଦ୍ଧାନ୍ତ II ଅନୁସରଣ କରେ
4
ଉଭୟ ସିଦ୍ଧାନ୍ତ ଅନୁସରଣ କରୁଛି