3କେଜି ବସ୍ତୁତ୍ଵ ବିଶିଷ୍ଟ ଏକ ବସ୍ତୁ ସ୍ଥିର ଅବସ୍ଥା ରେ ଅଛି । ବର୍ତ୍ତମାନ 6N ର ବଳ 3 ସେକେଣ୍ଡ ପାଇଁ ବସ୍ତୁ ଉପରେ ପ୍ରୟୋଗ କରାଗଲା । ବସ୍ତୁ ଦ୍ଵାରା ପ୍ରାପ୍ତ ହେଇଥିବା ବେଗ କୁ ମି/ସେ ରେ ବାହାର କର ।

1
12
2
6
3
9
4
8

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation