ନିମ୍ନରେ ଦିଆଯାଇଥିବା ବିବୃତ୍ତି ଗୁଡିକୁ ନେଇ କିଛି ସିଦ୍ଧାନ୍ତ ଦିଆଯାଇଛି ।  ଆପଣଙ୍କୁ ଦିଆଯାଇଥିବା ବିବୃତ୍ତିକୁ ସତ୍ୟ ମାନି ବାକୁ ପଡିବ ଯଦିଓ ସେମାନେ ସାଧାରଣତଃ ଜଣାଶୁଣା ତଥ୍ୟ ସହିତ ଭିନ୍ନ ମନେହୁଅନ୍ତି ଏବଂ ତା'ପରେ ଦିଆଯାଇଥିବା ଉକ୍ତିଗୁଡ଼ିକ ମଧ୍ୟରୁ କେଉଁଟି  ସିଦ୍ଧାନ୍ତକୁ ଯୁକ୍ତିଯୁକ୍ତ ଭାବରେ ଅନୁସରଣ କରେ  ତାହା ସ୍ଥିର କରିବାକୁ ପଡିବ । 

ବିବୃତ୍ତି:

ସମସ୍ତ କ୍ୟାପ୍ ହେଉଛି ପୁସ୍ତକ ।  ସମସ୍ତ ପୁସ୍ତକ ହେଉଛି କଲମ ।

ସିଦ୍ଧାନ୍ତ:

I . କିଛି କ୍ୟାପ୍ କଲମ ନୁହେଁ ।

II . କିଛି କଲମ କ୍ୟାପ୍ ଅଟେ।

1
କେବଳ ସିଦ୍ଧାନ୍ତ I  ଅନୁସରଣ କରେ
2
କେବଳ ସିଦ୍ଧାନ୍ତ I  ଅନୁସରଣ କରେ
3
କୌଣସି ସିଦ୍ଧାନ୍ତ ଅନୁସରଣ କରେ ନାହିଁ 
4
କେବଳ ସିଦ୍ଧାନ୍ତ I କିମ୍ବା II  ଅନୁସରଣ କରେ

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation