engineering recuitment OSSC Combined Technical Services (ଓଡିଶା) Mock Test 2023-24 Data Interpretation Line Graph
Comprehension Passage
ନିମ୍ନ ରେ ଥିବା ଲାଇନ ଗ୍ରାଫ କୁ ଅଧ୍ୟୟନ କରନ୍ତୁ ଯାହାକି 2011 ରୁ 2016 ପର୍ଯ୍ୟନ୍ତ ଛଅ ବର୍ଷ ମଧ୍ୟ ରେ ପ୍ରତ୍ୟେକ ବର୍ଷ ଆରମ୍ଭ ରେ ଯୋଗ ଦେଇଥିବା ଏବଂ ବିଦ୍ୟାଳୟ ଛାଡିଥିବା ଛାତ୍ର ମାନଙ୍କ ର ସଂଖ୍ୟା ର ସୂଚନା ଦେଇଛି ।
କେଉଁ ବର୍ଷ, ପୂର୍ବ ବର୍ଷ ତୁଳନାରେ ବିଦ୍ୟାଳୟ ଛାଡିଥିବା ଛାତ୍ରଙ୍କ ସଂଖ୍ୟାରେ ଶତକଡା ବୃଦ୍ଧି/ହ୍ରାସ ସର୍ବାଧିକ?
1
2011
2
2013
3
2012
4
2014