Comprehension Passage
ନିର୍ଦ୍ଦେଶ: ନିମ୍ନଲିଖିତ ଗ୍ରାଫକୁ ଧ୍ୟାନର ସହ ଅଧ୍ୟୟନ କର ଏବଂ ନିମ୍ନଲିଖିତ ପ୍ରଶ୍ନର ଉତ୍ତର ଦିଅ । ଗ୍ରାଫ ବିଭିନ୍ନ ସହର ରେ ସ୍ଵୀଗି ଏବଂ ଜୋମାଟୋର ରେଷ୍ଟୁରାଣ୍ଟ ର ଶାଖାର ସଂଖ୍ୟା କୁ ଦର୍ଶାଏ । 
ଜୋମାଟୋ ର ରେଷ୍ଟୁରାଣ୍ଟଗୁଡିକର ହାରାହାରି ସଂଖ୍ୟା କେତେ?
1
30
2
32
3
40
4
48