ଗୋଟିଏ କାର 40 କିମି/ ଘଣ୍ଟା ଗତି ରେ 40 ମିନିଟ ପାଇଁ , 45 କିମି/ ଘଣ୍ଟା ଗତି ରେ 50 ମିନିଟ ପାଇଁ ଏବଂ  60 କିମି/ ଘଣ୍ଟା ଗତି ରେ ପରବର୍ତ୍ତୀ  90 ମିନିଟ ପାଇଁ ଯାତ୍ରା କରେ । ସମଗ୍ର ଯାତ୍ରାରେ କାର ର ହାରାହାରି ଗତି(କିମି/ଘଣ୍ଟା ରେ) କେତେ ଅଟେ ? 

1
\(49\frac{1}{4}\)
2
\(50\frac{1}{2}\)
3
\(51\frac{7}{18}\)
4
\(50\frac{5}{8}\)

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation