engineering recuitment OSSC Combined Technical Services (ଓଡିଶା) Mock Test 2023-24 Data Interpretation Pie Chart
Comprehension Passage
ନିର୍ଦ୍ଦେଶ: ଦିଆଯାଇଥିବା ପାଇ ଚାର୍ଟ ଏକ ପରିବାର ଦ୍ୱାରା ବିଭିନ୍ନ ଜିନିଷ ପାଇଁ ହୋଇଥିବା ଖର୍ଚ୍ଚ ଏବଂ ସେମାନଙ୍କର ସଞ୍ଚୟକୁ ଦର୍ଶାଏ ।
ଚାର୍ଟକୁ ମନ ଦେଇ ଅଧ୍ୟୟନ କରନ୍ତୁ ଏବଂ ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ
.

ପରିବାର ସମୁଦାୟ ଖର୍ଚ୍ଚର କେତେ ପ୍ରତିଶତ, ଶିକ୍ଷା ଏବଂ ଖାଦ୍ୟ ପାଇଁ ଖର୍ଚ୍ଚ କରିଥିଲେ ନିର୍ଣ୍ଣୟ କର ?
1
55%
2
65%
3
50%
4
60%