ମାର୍ଜିନ୍ ବିଷୟରେ ନିମ୍ନଲିଖିତ ତଥ୍ୟଗୁଡ଼ିକ ମଧ୍ୟରୁ କେଉଁଟି ସଠିକ୍?
1
ଏକ ଡକ୍ୟୁମେଣ୍ଟ୍ ର ସମସ୍ତ ବିଭାଗଗୁଡ଼ିକର ସମାନ ମାର୍ଜିନ୍ ରହିବା ଆବଶ୍ୟକ ।
2
ବିଭିନ୍ନ ବିଭାଗରେ ଭିନ୍ନ ମାର୍ଜିନ ରହିପାରେ ।
3
ୱାର୍ଡ ସମସ୍ତ ଡକ୍ୟୁମେଣ୍ଟ୍ ପାଇଁ ମାର୍ଜିନ ସେଟିଂସମୂହକୁ ପୂର୍ବ ନିର୍ଦ୍ଧାରିତ କରିଛି ।
4
କହିହେବ ନାହିଁ, ୱାର୍ଡର ସଂସ୍କରଣ ଉପରେ ନିର୍ଭର କରେ ।