engineering recuitment OSSC Combined Technical Services (ଓଡିଶା) Mock Test 2023-24 Logical Reasoning Direction and Distance Direction and Distance Stops
ନିମ୍ନଲିଖିତକୁ ଯତ୍ନର ସହିତ ଅଧ୍ୟୟନ କରନ୍ତୁ ଏବଂ ସୂଚନା ପ୍ରଶ୍ନର ଉତ୍ତର ଦିଅନ୍ତୁ:
ବିନ୍ଦୁ D ବିନ୍ଦୁ Aର 14 ମିଟର ପଶ୍ଚିମ ରେ ଅବସ୍ଥିତ. ବିନ୍ଦୁ B ବିନ୍ଦୁ Dର 4 ମିଟର ଦକ୍ଷିଣରେ ଅବସ୍ଥିତ ।ବିନ୍ଦୁ F ବିନ୍ଦୁ Dର 9 ମିଟର ଦକ୍ଷିଣରେ ଅବସ୍ଥିତ । ବିନ୍ଦୁ E ବିନ୍ଦୁ Bର 7 ମିଟର ପୁର୍ବରେ ରେ ଅବସ୍ଥିତ । ବିନ୍ଦୁ C ବିନ୍ଦୁ E ର 4 ମିଟର ଉତ୍ତରରେ ଅବସ୍ଥିତ । ବିନ୍ଦୁ G ବିନ୍ଦୁ A ର 4 ମିଟର ଦକ୍ଷିଣରେ ଅବସ୍ଥିତ |
ବିନ୍ଦୁ C ସହିତ ବିନ୍ଦୁ A ର ଦିଗ କ’ଣ?
1
ପୂର୍ବ
2
ପଶ୍ଚିମ
3
ଉତ୍ତର
4
ଦକ୍ଷିଣ