ରମନ କୁ ମନେଅଛି ଯେ ତାର ବାହାଘର 20 ଜୁଲାଇ ପୂର୍ବ ରୁ ଏବନ 13 ଜୁଲାଇ ପରେ ପରେ ଅଛି । ତାର ମା କୁ ମନେ ଅଛି ଯେ ରମନ ର ବାହାଘର 16 ଜୁଲାଇ ପରେ ଅଛି । ତାର ବାପା ଙ୍କୁ ମନେ ଅଛି ଯେ ରମନ ର ବାହାଘର 19 କୁଲାଇ ପୂର୍ବ ରୁ ଅଛି । ଜୁଲାଇ କେତେ ତାରିଖ ରେ ତାର ବାହାଘର ଅଟେ ?
1
15 କିମ୍ବା 16
2
17 କିମ୍ବା18
3
15 କିମ୍ବା 16 କିମ୍ବା 17
4
14 କିମ୍ବା 15 କିମ୍ବା 16