engineering recuitment OSSC Combined Technical Services (ଓଡିଶା) Mock Test 2023-24 Quantitative Aptitude Percentage
ଜଣେ ପରୀକ୍ଷାର୍ଥୀ ଏକ ପରୀକ୍ଷାରେ 30% ନମ୍ବର ରଖ୍ 50 ମାର୍କ ପାଇଁ ଫେଲ୍ ହୁଅନ୍ତି । ଆଉ ଜଣେ ପରୀକ୍ଷାର୍ଥୀ 320 ନମ୍ବର ରଖି 30 ମାର୍କ ପାଇଁ ଫେଲ୍ ହୁଅନ୍ତି । ତେବେ ପରୀକ୍ଷାର ସର୍ବାଧିକ ମାର୍କ କେତେ ?
1
700
2
800
3
900
4
1000