engineering recuitment OSSC Combined Technical Services (ଓଡିଶା) Mock Test 2023-24 Data Interpretation Bar Graph
Comprehension Passage
ନିମ୍ନଲିଖିତ ‘ବାର ଚିତ୍ର’କୁ ସାବଧାନତାର ସହ ଅଧ୍ୟୟନ କରନ୍ତୁ ଏବଂ ଏହାର ନିମ୍ନରେ ଦିଆଯାଇଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ ।
ବମ୍ବେରେ ବୟନ ଶ୍ରମିକଙ୍କ ଧର୍ମଘଟ ଯୋଗୁଁ କ୍ଷତି (କୋଟି ଟଙ୍କାରେ) ।
ଧର୍ମଘଟ ସମୟରେ ରପ୍ତାନି ଜନିତ କ୍ଷତି ଏବଂ ଉତ୍ପାଦନ ଜନିତ କ୍ଷତି ମଧ୍ଯରେ ଅନୁପାତ କେତେ ?
1
23 ∶ 31
2
4 ∶ 5
3
3 ∶ 5
4
12 ∶ 11