engineering recuitment OSSC Combined Technical Services (ଓଡିଶା) Mock Test 2023-24 Quantitative Aptitude Profit and Loss Sales Tax
ଏକ ଘଡ଼ିନିର୍ମାତା ଘଡ଼ିର ଚିହ୍ନିତ ମୂଲ୍ୟ ଉପରେ 10% ରିହାତି ଦେଇଥାନ୍ତି କିନ୍ତୁ ରିହାତି ମୂଲ୍ୟ ଉପରେ 18% ବିକ୍ରୟ ଟିକସ ଆଦାୟ କରିଥାନ୍ତି । ଯଦି ଗ୍ରାହକ ବିକ୍ରୟ ଟିକସକୁ ମିଶାଇ 47,790 ଟଙ୍କା ମୂଲ୍ୟରେ ନିଅନ୍ତି, ତେବେ ଚିହ୍ନିତ ମୂଲ୍ୟ କେତେ ହେବ ନିର୍ଣ୍ଣୟ କର ?
1
45,000 ଟଙ୍କା
2
46,500 ଟଙ୍କା
3
55,000 ଟଙ୍କା
4
54,000 ଟଙ୍କା