engineering recuitment OSSC Combined Technical Services (ଓଡିଶା) Mock Test 2023-24 Data Interpretation Pie Chart
Comprehension Passage
ନିର୍ଦ୍ଦେଶ : ପାଇ ଚାର୍ଟ ସାହାଯ୍ୟରେ ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ସମାଧାନ କରନ୍ତୁ। ପାଇ ଚାର୍ଟରେ ବିଭିନ୍ନ ଷ୍ଟେସନାରୀ ସାମଗ୍ରୀ ପାଇଁ ଗୋଟିଏ ଦୋକାନର ବିକ୍ରି ପ୍ରତିଶତ ଦର୍ଶାଯାଇଛି ଏବଂ ସେହି ବର୍ଷ ବିକ୍ରି ହୋଇଥିବା ମୋଟ ସାମଗ୍ରୀ ହେଉଛି 36000 ।
ବର୍ଷକରେ ବିକ୍ରି ହୋଇଥିବା ବ୍ୟାଗ୍ ସଂଖ୍ୟା ସେହି ବର୍ଷ ବିକ୍ରି ହୋଇଥିବା ନୋଟ୍ ବୁକ୍ ସଂଖ୍ୟାର କେତେ ପ୍ରତିଶତ ନିର୍ଣ୍ଣୟ କର ?
1
22.22%
2
15.46%
3
11.11%
4
23.45%