engineering recuitment OSSC Combined Technical Services (ଓଡିଶା) Mock Test 2023-24 Data Interpretation Bar Graph
Comprehension Passage
ଏହି ବାର ଗ୍ରାଫ ରେ 2015 ରୁ 2018 ପର୍ଯ୍ୟନ୍ତ ହେଇଥିବା ଗହମ ଏବଂ ଡାଲି ର ଉତ୍ପାଦନ କୁ (ମିଲିୟନ ଟନରେ ) ଦର୍ଶାଯାଇଛି ।

2018 ରେ ହେଇଥିବା ଡାଲି ଏବଂ ଗହମ ଉତ୍ପାଦନ ର ଅନୁପାତ କେତେ ?
1
9 : 4
2
1 : 2
3
5 : 7
4
2 : 1