engineering recuitment OSSC Combined Technical Services (ଓଡିଶା) Mock Test 2023-24 Quantitative Aptitude Profit and Loss Partnership
ପରେଶ, ନରେଶ ଓ ସୁରେଶ ତିନିଜଣ ମିଶି ଏକ ବ୍ୟବସାୟ ଆରମ୍ଭ କଲେ । ସେମାନେ ଦେଇଥିବା ମୂଳଧନର ଅନୁପାତ ଯଥାକ୍ରମେ 1/2 : 1/3 : 1/4 । ଦୁଇମାସ ପରେ ପରେଶ ତା' ର ଦେଇଥିବା ମୂଳଧନରୁ ଅଧା ଉଠାଇ ନେଲା । ବର୍ଷ ଶେଷରେ ସେମାନେ ମୋଟ୍ 378 ଟଙ୍କା ଲାଭ ପାଇଲେ । ତେବେ ଉକ୍ତ ଲାଭରୁ ନରେଶ କେତେ ଟଙ୍କା ପାଇବ ?
1
129 ଟଙ୍କା
2
144 ଟଙ୍କା
3
156 ଟଙ୍କା
4
168 ଟଙ୍କା