engineering recuitment OSSC Combined Technical Services (ଓଡିଶା) Mock Test 2023-24 Logical Reasoning Puzzle Scheduling
ସପ୍ତାହର 5 ଟି ଭିନ୍ନ ଭିନ୍ନ ଦିନ ମୁମ୍ବାଇ, ଦିଲ୍ଲୀ, ଗୋଆ, ହାଇଦ୍ରାବାଦ, ବେଙ୍ଗାଲୁରୁକୁ କ୍ରମରେ ବିମାନ ଚଳାଚଳ କରେ । ହାଇଦ୍ରାବାଦକୁ ବିମାନ ଉଡ଼ାଣ ଶୁକ୍ରବାର କିମ୍ବା ଶନିବାର ହୋଇଥାଏ । ସୋମବାର ଓ ବୁଧବାର କୌଣସି ବିମାନ ଚଳାଚଳ କରେ ନାହିଁ। ସପ୍ତାହାନ୍ତ ବିମାନ ଗୋଆ ଓ ଦିଲ୍ଲୀ ଅଭିମୁଖେ ଯାତ୍ରା କରେ । ହାଇଦ୍ରାବାଦକୁ ବିମାନ ଉଡ଼ାଣର ଗୋଟିଏ ଦିନ ପୂର୍ବରୁ ମୁମ୍ବାଇକୁ ବିମାନ ଆସିଥାଏ । ଗୋଆକୁ ବିମାନ ଉଡ଼ାଣର ଦୁଇ ଦିନ ପରେ ବେଙ୍ଗାଲୁରୁକୁ ବିମାନ ଚଳାଚଳ କରେ । ତେବେ ଦିଲ୍ଲୀକୁ ବିମାନ ଅଛି ....?
1
ରବିବାର
2
ସୋମବାର
3
ମଙ୍ଗଳବାର
4
ଶନିବାର