Comprehension Passage

ନିର୍ଦ୍ଦେଶ: ନିମ୍ନଲିଖିତ ସାରଣୀରେ ବିଭିନ୍ନ ସାମଗ୍ରୀର କ୍ରୟ ମୂଲ୍ୟ ଏବଂ ବିକ୍ରୟ ମୂଲ୍ୟ ଦର୍ଶାଯାଇଛି। ସାରଣୀକୁ ପଢ ଏବଂ ନିମ୍ନଲିଖିତ ପ୍ରଶ୍ନର ଉତ୍ତର ଦିଅ। [କ୍ରୟ ମୂଲ୍ୟ + ଲାଭ = ବିକ୍ରୟ ମୂଲ୍ୟ]

ସାମଗ୍ରୀ 

କ୍ରୟ ମୂଲ୍ୟ 
(CP)

ବିକ୍ରୟ ମୂଲ୍ୟ 
(SP)

A

300

400

B

150

300

C

100

200

D

250

300

ସମସ୍ତ ସାମଗ୍ରୀର ମୋଟ ବିକ୍ରୟ ମୂଲ୍ୟ ନିର୍ଣ୍ଣୟ କରନ୍ତୁ?

1
1,200
2
1,100
3
1,000
4
1,250

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation