engineering recuitment OSSC Combined Technical Services (ଓଡିଶା) Mock Test 2023-24 Data Interpretation Bar Graph
Comprehension Passage
ନିର୍ଦ୍ଦେଶନାମା: ଦିଆଯାଇଥିବା ବାର୍ ଗ୍ରାଫ୍ ରେ 5 ଟି ଭିନ୍ନ ଭିନ୍ନ କଲେଜରେ ପଢୁଥିବା ବାଳକ ଓ ବାଲିକାଙ୍କ ସଂଖ୍ୟା ଦର୍ଶାଯାଇଛି। ଏହି ଗ୍ରାଫକୁ ଧ୍ୟାନର ସହ ଅଧ୍ୟୟନ କରନ୍ତୁ ଏବଂ ନିମ୍ନରେ ଦିଆଯାଇଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ ।
କଲେଜ A ରେ ପଢୁଥିବା ବାଳିକାମାନଙ୍କ ସଂଖ୍ୟା କଲେଜ E ରେ ପଢୁଥିବା ବାଳକଙ୍କ ସଂଖ୍ୟା ଠାରୁ କେତେ ପ୍ରତିଶତ ଅଧିକ?
1
15%
2
25.4%
3
30%
4
33.33%