Comprehension Passage

ନିର୍ଦ୍ଦେଶନାମା: ଦିଆଯାଇଥିବା ବାର୍ ଗ୍ରାଫ୍ ରେ 5 ଟି ଭିନ୍ନ ଭିନ୍ନ କଲେଜରେ ପଢୁଥିବା ବାଳକ ଓ ବାଲିକାଙ୍କ ସଂଖ୍ୟା ଦର୍ଶାଯାଇଛି। ଏହି ଗ୍ରାଫକୁ ଧ୍ୟାନର ସହ ଅଧ୍ୟୟନ କରନ୍ତୁ ଏବଂ ନିମ୍ନରେ ଦିଆଯାଇଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ ।

ସମସ୍ତ କଲେଜରେ ପଢୁଥିବା ମୋଟ ବାଳିକାଙ୍କ ସଂଖ୍ୟା ମଧ୍ୟରୁ କଲେଜ B ରେ ପଢୁଥିବା ବାଳିକାଙ୍କ ସଂଖ୍ୟାର ପ୍ରତିଶତ କେତେ ? 

1
20%
2
25%
3
15%
4
30%

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation