ନିମ୍ନଲିଖିତ ପ୍ରଶ୍ନଗୁଡ଼ିକ ସହିତ ତିନୋଟି ବିବୃତି ୧, ୨ ଏବଂ ୩ ରହିଛି । ପ୍ରଶ୍ନଗୁଡ଼ିକର ଉତ୍ତର ଦେବା ପାଇଁ କେଉଁ ବିବୁରି (ଗୁଡ଼ିକ) ଯଥେଷ୍ଟ ଆବଶ୍ୟକ ତାହା ଆପଣଙ୍କୁ ନିର୍ବାରଣ କରିବାକୁ ପଡ଼ିବ ।

କ୍ରମାଗତ ତିନୋଟି ସକରାତ୍ମକ ଯୁଗ୍ମ ସଂଖ୍ୟା ଚିହ୍ନଟ କରନ୍ତୁ ।

୧. ଦିଆଯାଇଥ‌ିବା ସଂଖ୍ୟାଗୁଡ଼ିକର ଶେଷସଂଖ୍ୟାରୁ ଆରମ୍ଭ କରି କ୍ରମାଗତ ୪ଟି ଯୁଗ୍ମ ସଂଖ୍ୟାର ହାରାହାରି ୧୭ ଅଟେ ।

୨. ସର୍ବୋଚ୍ଚ ଓ ସର୍ବନିମ୍ନ ସଂଖ୍ୟାର ପାର୍ଥକ୍ୟ ହେଉଛି ୪।

୩. ତିନୋଟି ସଂଖ୍ୟାର ବର୍ଗଗୁଡ଼ିକର ମିଶ୍ରଣ ହେଉଛି ୪୪୦ । 

1
କେବଳ 1 ଯଥେଷ୍ଟ
2
1 ଏବଂ 2 ଯଥେଷ୍ଟ
3
3 ଯଥେଷ୍ଟ 
4
1 କିମ୍ବା 3 ଯଥେଷ୍ଟ

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation