ମୋହନ ତା'ର ହାତଘଣ୍ଟାଟିକୁ 1440 ଟଙ୍କାରେ ବିକ୍ରିକରି 10% କ୍ଷତି ସହିଲା । ତେବେ ସେ ଘଣ୍ଟାଟିକୁ କେତେ ଟଙ୍କାରେ ବିକ୍ରି କରିଥିଲେ 10% ଲାଭ ପାଇଥାନ୍ତା ?

1
1650 ଟଙ୍କା
2
1700 ଟଙ୍କା
3
1760 ଟଙ୍କା
4
1820 ଟଙ୍କା

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation