engineering recuitment OSSC Combined Technical Services (ଓଡିଶା) Mock Test 2023-24 Quantitative Aptitude Data Sufficiency
ନିମ୍ନଲିଖିତ ପ୍ରଶ୍ନଗୁଡ଼ିକ ସହିତ ତିନୋଟି ବିବୃତି ୧, ୨ ଏବଂ ୩ ରହିଛି । ପ୍ରଶ୍ନଗୁଡ଼ିକର ଉତ୍ତର ଦେବା ପାଇଁ କେଉଁ ବିବୁରି (ଗୁଡ଼ିକ) ଯଥେଷ୍ଟ ଆବଶ୍ୟକ ତାହା ଆପଣଙ୍କୁ ନିର୍ବାରଣ କରିବାକୁ ପଡ଼ିବ ।
ବିପରୀତ ଦିଗରେ ଚାଲୁଥୁବା ଦୁଇଟି ଟ୍ରେନର ଆପେକ୍ଷିକ ବେଗ କେତେ ?
୧. ଦୁହେଁ ପରସ୍ପରକୁ ପାର ହେବାକୁ ୧୫ ସେକେଣ୍ଡ ସମୟ ଲାଗିଥାଏ ।
୨. ଗୋଟିଏ ଟ୍ରେନର ବେଗ ଘଣ୍ଟାପ୍ରତି ୬୦ କିଲୋମିଟର ରହିଛି ।
୩. ଦୁଇଟି ଟ୍ରେନର ସମୁଦାୟ ମୋଟ ଦୈର୍ଘ୍ୟ ୩୬୦ ମିଟର ।
1
କେବଳ 1 ଏବଂ 2 ଏକାଠି ଯଥେଷ୍ଟ
2
କେବଳ 2 ଏବଂ 3 ଏକାଠି ଯଥେଷ୍ଟ
3
କେବଳ 1 ଏବଂ 3 ଏକତ୍ର ଯଥେଷ୍ଟ
4
ଯେକୌଣସି ଦୁଇଟି ବିବୃତ୍ତି ଏକାଠି ଜରୁରୀ