engineering recuitment OSSC Combined Technical Services (ଓଡିଶା) Mock Test 2023-24 Quantitative Aptitude
10 ଟି ଚେୟାରର ମୂଲ୍ୟ 4 ଟି ଟେବୁଲର ମୂଲ୍ୟ ସହ ସମାନ ଅଟେ । 15 ଟି ଚେୟାର ଓ 2 ଟି ଟେବୁଲର ସମୁଦାୟ ମୂଲ୍ୟ 4000 ଟଙ୍କା ରହିଛି । ତେବେ 12 ଟି ଚେୟାର ଓ 3 ଟି ଟେବୁଲର ସମୁଦାୟ ମୂଲ୍ୟ କେତେ ହେବ ?
1
3,500 ଟଙ୍କା
2
3,750 ଟଙ୍ଗା
3
ଟଙ୍କା 3,840
4
3,900 ଟଙ୍କା