engineering recuitment OSSC Combined Technical Services (ଓଡିଶା) Mock Test 2023-24 Quantitative Aptitude Ratio and Proportion Simple Ratios
ଜଣେ ଦୁଗ୍ଧ ବ୍ୟବସାୟୀଙ୍କ ପାଖରେ 2 : 3 ଅନୁପାତରେ ଗାଈ ଓ ମଇଁଷି ଅଛି । ଗାଈ କ୍ଷୀରର ଚାହିଦା ବଢ଼ୁଥିବାରୁ ସେ 25% ଅଧିକ ଗାଈ କିଣିଥିଲେ ଏବଂ ମୋଟ ମଇଁଷିର 10% ବିକ୍ରି କରିଥିଲେ। ଯଦି ପ୍ରଥମେ ଗାଈ ଓ ମଇଁଷିଙ୍କ ସମୁଦାୟ ସଂଖ୍ୟା 150 ଥିଲା, ତେବେ ଯଥାକ୍ରମେ ମଇଁଷିର ଓ ଗାଈର ନୂଆ ଅନୁପାତ ନିର୍ଣ୍ଣୟ କର ।
1
25: 27
2
23: 25
3
23: 27
4
27: 25